1- ସ୍କୁଲ ନିର୍ଦ୍ଦେଶ/ସୂଚନାକୁ ମାନିବା ଏବଂ କାମରେ ଲଗାଇବା ମୋର ପ୍ରଥମ କର୍ତ୍ତବ୍ୟ ହେବ।
2- ଶିକ୍ଷକମାନଙ୍କୁ ସମ୍ମାନ ଦେବା।
3- ସ୍କୁଲ ପ୍ରାପ୍ୟ ଠିକ୍ ସମୟରେ ପୈଠ କରିବା,ନ ହେଲେ ସ୍କୁଲ ନିୟମଯାହା ଥିବ ତାହା ପାଳନ କରିବି।
4- ପ୍ରତି ମାସର ୧୦ ତାରିଖ ଭିତରେ ସମସ୍ତ ସ୍କୁଲ ପ୍ରାପ୍ୟ ପୈଠ କରିବି ଯଥା:- (vehicle,Tifin,Hostel,School,annual fee)
5- Parent meeting କୁ ପ୍ରତି ମାସରେ ଆସିବିI
6- ପାଠ ପଢା ସମ୍ପନ୍ଧୀୟସମସ୍ୟାକୁ ଶିକ୍ଷକ/ ଶିକ୍ଷୟତ୍ରୀ ମାନଙ୍କ ସାହାଯ୍ୟ ନେଇ ସମାଧାନ କରିବିI
7- ମୋର ପିଲା ପ୍ରତି ସମୟ ଦେବି, ଖାତା ପତ୍ର check କରିବି ଓ ସମସ୍ୟା ଆସିଲେ ୭ ଦିନ ମଧ୍ୟରେ ସମାଧାନ କରିବି।
8- ମୋ ସ୍କୁଲ ମୋ ପିଲାର ଭବିଷ୍ୟତ କୁ ଗୁରୁତ୍ଵ ଦେବି।
9-ପାଠ ପଢା ସମ୍ପନ୍ଧୀୟ ଯାହା ସମସ୍ୟା ରହିବ ତତ୍ କ୍ଷଣାକ ସ୍କୁଲ ଗ୍ରୁପ ରେ ଜଣାଇବି ନଚେତ୍ class teacher, principal ଙ୍କୁ ଜଣାଇବି।
ଏଣୁ ବିନତୀ ପାର୍ଥନା କରେ କି ମୁଁ ସ୍କୁଲର ସମସ୍ତ ନିୟମାବଳୀକୁ ମାନିବାକୁ ପ୍ରସ୍ତୁତ ଅଛି। ନମାନିଲେ ଆମ ସ୍କୁଲର ନିୟମ ଯାହା ଥିବ ମାନିବି। ଆପଣ ଦୟା ପରବେଶ ହୋଇ ମୋର ପିଲାକୁ ଆପଣଙ୍କ ସ୍କୁଲରେ ନାମ ପଂକ୍ତିକରଣ କରନ୍ତୁ।